Download Now Banner

This browser does not support the video element.

ବୌଦ୍ଧ ସଦର: ନୂଆପଡା ଗ୍ରାମ ରାସ୍ତାରୁ ବେଆଇନ ମହୁଲି ମଦ ସହିତ ଆଶାମିକୁ ଗିରଫ କଲା ହରଭଙ୍ଗା ଅବକାରୀ ପୋଲିସ

Baudh Sadar, Boudh (Bauda) | Sep 3, 2025
ଆଜି ସନ୍ଧ୍ୟା ୭ଟା ସମୟରେ ହରଭଙ୍ଗା ଅବକାରୀ କାର୍ଯ୍ୟାଳୟ ସୂତରୁ ପ୍ରପ୍ତ ସୂଚନା ଅନୁସାରେ l ବୌଦ୍ଧ ଥାନା ଅନ୍ତର୍ଗତ ନୂଆ ପଡ଼ା ଗ୍ରାମରେ ବେଆନ ଦେଶି ମଦ କାରବାର ନେଇ ହରଭଙ୍ଗା ଅବକାରୀ ପୋଲିସ ସକାଳ ପାଖାପାଖି ୧୧ଟା ସମୟରେ ଚଢ଼ାଉ କରିଥିଲା l ଏହି ଚଢ଼ାଉ ସମୟରେ ୧୦ଲିଟର ବେଆନ ଦେଶି ମହୁଲି ମଦ ସହିତ ସମ୍ପୃକ୍ତ ଆଶାମିକୁ ଗିରଫ କାରୀ ୭୦/୨୦୨୫-୨୬ରେ ମାମଲା ରୁଜୁ କରିଥିଲା l ପରେ ସମ୍ପୃକ୍ତ ଆସାମୀକୁ ୩୫(୩)BNSS ରେ ନୋଟିସ ଦେଇ ଜାମିନରେ ହରଭଙ୍ଗା ଅବକାରୀ ଥାନା ପକ୍ଷରୁ ଛାଡି ଦିଆ ଯାଇଛି l
Read More News
T & CPrivacy PolicyContact Us