Download Now Banner

This browser does not support the video element.

ଧର୍ମଗଡ: ତେନ୍ତୁଳିଖୁଣ୍ଟି ଠାରେ ରାସ୍ତା ମଝିରେ ଅଟକିଲା ଧାନ ବୋଝେଇ ଟ୍ରକ, ଯାତାୟତ ବାଧା ପ୍ରାପ୍ତ

Dharamgarh, Kalahandi | Jun 16, 2025
ସୋମବାର କଲମପୁର ମୁଖିଗୁଡା ମୁଖ୍ୟ ରାସ୍ତାର ତେନ୍ତୁଳିଖୁଣ୍ଡି ଗ୍ରାମ ନିକଟରେ ଏକ ଧାନ ବୋଝେଇ ଟ୍ରକ ରାସ୍ତା ମଝିରେ ଅଟକିଯିବା କାରଣରୁ ଣରୁ ଏହି ରାସ୍ତା ଦେଇ ଯାତାୟତ ତ ବାଧା ପ୍ରାପ୍ତ ହେଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଧାନ ବୋଝେଇ ହେଇଥିବା ଟ ଏବଂ ଧାନ ବୋଝେଇ କରିବାକୁ ଯାଉଥିବା ବହୁ ଟ୍ରକ ସମେତ ଯାତ୍ରୀ ବାହୀ ବସ୍ ସବୁ ଅଟକି ରହିଛି । ଯେଉଥୂପାଇଁ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ହଇରାଣ ହରକତ ହେଉଛନ୍ତି । ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହିଛନ୍ତି |
Read More News
T & CPrivacy PolicyContact Us