Download Now Banner

This browser does not support the video element.

ଗୁଣୁପୁର: ଗୁଲୁଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

Gunupur, Rayagada | Aug 20, 2024
ମଙ୍ଗଳବାର ପୂର୍ବାହ୍ନରେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଗୁଲୁଗୁଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଡିଓ ଶ୍ରୀ ଶିବପ୍ରସାଦ ପଟନାୟକ ଯୋଗ ଦେଇ ସମସ୍ତ ଅଭିଯୋଗ ଶୁଣି ଥିଲେ ଏବଂ ସମସ୍ୟା ଗୁଡିକର ଶୀଘ୍ର ସମାଧନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ। କାର୍ଯ୍ୟକ୍ରମ ରେ ତହସିଲଦାର,ସରପଞ୍ଚ ଙ୍କ ସମେତ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଗୁଲୁଗୁଡା ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
Read More News
T & CPrivacy PolicyContact Us