Download Now Banner

This browser does not support the video element.

କଣ୍ଟାମାଳ: ୨୦୧୬ ମସିହା ବରଗାଁ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ, ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୩୦ ହଜାର ଟଙ୍କା ଜୋରିମାନା

Kantamal, Boudh (Bauda) | Sep 8, 2025
ଏକ ହତ୍ୟା ମାମଲାର ରାୟପ୍ରକାଶ ଦୁଇ ଅଭିଯୁକ୍ତ କୁ ଆଜୀବନ ଶହ 30ହଜାର ଜାରିବାନ କଣ୍ଟାମାଲ ଥାନା ଅଂଚଳର ବରଗାଁ ରେ 2016ମସିହା ଘଟିଥିବା ଏକ ହତ୍ୟାକାଣ୍ଡ ଯାହାକି କେସ ନମ୍ବର 96/16 ଆଜି ଉକ୍ତକେଶ ର ରାୟ ପ୍ରକାଶ ପାଇଛି I ଏବଂ ଦୁଇ ଅଭିଯୁକ୍ତ ସେହି ଗ୍ରାମର ଶଶୀ ଭୂଷଣ ରଣା ଓ ସୂର୍ଯ୍ୟ ରଞ୍ଜନ ରଣା କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କରାଦଣ୍ଡା ଦେଶ ଶହ 30ହଜାର ଟଙ୍କା ଜରିବନା କରିଛନ୍ତି I
Read More News
T & CPrivacy PolicyContact Us