This browser does not support the video element.
ବାଙ୍କୀ: ବାଙ୍କୀ ପାଥପୁର ନିକଟରେ ଗଛ ପଡି ରାସ୍ତା ଅବରୋଧ
Banki, Cuttack | Apr 18, 2025
ବାଙ୍କୀ ପାଥପୁର ନିକଟରେ ଅପରାହ୍ନ ରେ ଭୀଷଣ କାଳ ବୈଶାଖୀ ଯୋଗୁଁ ଗଛ ଭାଙ୍ଗି ପଡି ରାସ୍ତା ଅବରୋଧ।ଶହ ଶହ ଗାଡି ଅଟକି ରହିଥିବା ଜଣାପଡିଛି। ଅନେକ ଲୋକ ମଧ୍ୟ ଏଥିରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦୁଇ ଘଣ୍ଟା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।