Download Now Banner

This browser does not support the video element.

ଲାଞ୍ଜିଗଡ: ଥୁଆମୁଳ ରାମପୁର ହେଲୋ ପଏଣ୍ଟ ଠାରେ ବ୍ଲକ୍ ରାଜ ମିସ୍ତ୍ରୀ ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ

Lanjigarh, Kalahandi | Sep 6, 2025
ଶନିବାର ଅପରାହ୍ନରେ ଥୁଆମୁଳ ରାମପୁର ହେଲୋ ପଏଣ୍ଟ ଠାରେ ବ୍ଲକ୍ ରାଜ ମିସ୍ତ୍ରୀ ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହେଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଏହି ବୈଠକରେ ରାଜ ମିସ୍ତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ସମ୍ବନ୍ଧରେ ଆଲୋଚନା କରିଥିଲେ।
Read More News
T & CPrivacy PolicyContact Us