Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ଜଣେ କୁଖ୍ୟାତ ଚୋରକୁ ଶୁକ୍ରବାର ଗିରଫ କରିଛି ଦରଘାବଜାର ଥାନା ପୁଲିସ। ଅଭିଯୁକ୍ତ ହେଉଛି ପୁରୀଘାଟ ନିମସାହି ଅଞ୍ଚଳର ଟୁବୁଲା ସାମଲ
Cuttack M Corp PS, Cuttack | Sep 5, 2025
ଜଣେ କୁଖ୍ୟାତ ଚୋରକୁ ଶୁକ୍ରବାର ସନ୍ଧ୍ୟା ୭ଟାରେ ଗିରଫ କରିଛି ଦରଘାବଜାର ଥାନା ପୁଲିସ। ଅଭିଯୁକ୍ତ ଜଣକ ହେଲା ପୁରୀଘାଟ ନିମସାହି ସାଗର ମଣ୍ଡପ ଲେନ୍ର ଟୁବୁଲା ସାମଲ(୨୮)। ତା’ ପାଖରୁ ବିପୁଳ ପରିମାଣର ଶୀତତାପ ନିୟନ୍ତ୍ରଣ ଯନ୍ତ୍ରର ତମ୍ବା ପାଇପ ଓ ମନ୍ଦିରରୁ ଚୋରି ହୋଇଥିବା ପିତ୍ତଳ ଓ ତମ୍ବାର ସାମଗ୍ରୀ ଜବତ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!