Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରର ଫାଟକ ଅଞ୍ଚଳ ଦେଇ ଯାଈଥିବା ରେଳ ଧାରଣା ନିକଟରୁ ଏକ ଅଜଣା ମୃତଦେହ ଜିଆରପି ପୋଲିସ ଦ୍ୱାରା ଉଦ୍ଧାର

Sambalpur M, Sambalpur | Sep 7, 2025
ସମ୍ବଲପୁରର ଫାଟକ ଅଞ୍ଚଳ ଦେଇ ଯାଈଥିବା ରେଳ ଧାରଣା ନିକଟରୁ ଏକ ଅଜଣା ମୃତଦେହ ଜିଆରପି ଉଦ୍ଧାର କରିଛି । ଜିଆରପିର ସୁଚନା ଅନୁଯାୟୀ, ଆଜି ସକାଳ ପ୍ରାୟ 7 ଟା ସମୟରେ ଫାଟକ ନିକଟ ରେଳ ଧାରଣାରେ ଏକ ମୃତଦେହ ପଡିଥିବାର ଖବର ମିଳିବା ପରେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କରାଯାଇଥିଲା । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇ ସଂରକ୍ଷିତ ରଖାଯାଇଛି । ପ୍ରାଥମିକ ତଦନ୍ତ ସମୟରେ ମୃତକଙ୍କ ଆନୁମାନିକ ବୟସ ୬୦ ରୁ ୬୫ ବର୍ଷ ମଧ୍ୟରେ ହୋଇଥିବାର ଅନୁମାନ କରାଯାଉଥିବା ବେଳେ ମୃତକଙ୍କ ପରିଚୟ ଜିଆରପି ଖୋଜୁଥିବାର ସୁଚନା ଦ
Read More News
T & CPrivacy PolicyContact Us