Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଭାଟଶାଲ ଗୁଡା ଛକରେ ନୂତନ ଗାନ୍ଧୀ ପ୍ରତିମୂର୍ତ୍ତି ର ଉଦଘାଟନ ଉତ୍ସବ ଅନୁଷ୍ଠିତ

Nabarangapur PS, Nabarangpur | Aug 31, 2025
ଭାଟଶାଲ ଗୁଡା ଛକରେ ନୂତନ ଗାନ୍ଧୀ ପ୍ରତିମୂର୍ତ୍ତି ର ଉଦଘାଟନ ଉତ୍ସବ ଅନୁଷ୍ଠିତ ସହର ସ୍ଥିତ ଭାଟଶାଲ ଗୁଡା ଛକରେ ନୂତନ ଭାବେ ଏକ ଗାନ୍ଧୀ ମୂର୍ତ୍ତି ସ୍ଥାପନା କରାଯାଇଛି ଏହି ପ୍ରତିମୂର୍ତ୍ତି ଟିକୁ ଆଜି ଲୋକାର୍ପିତ କରିଛନ୍ତି ନବରଙ୍ଗପୁର ର ନଗରପାଳ ଶ୍ରୀ କୁନୁ ନାୟକ, ପୌର ଉପାଧକ୍ଷା ଶ୍ରୀମତି ସୌମ୍ୟା ମହାପାତ୍ର, ଏବଂ କାଉନସିଲର ଶ୍ରୀ ଅମିତ ପ୍ରଧାନ, ଏହି କାର୍ଯ୍ୟକ୍ରମ ରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ମଧ୍ୟ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us