Install App
boudhtahasilkhabar
This browser does not support the video element.
ବୌଦ୍ଧ ସଦର: ଗନ୍ଧିସର୍ ରାସ୍ତା ନିକଟର ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଦୁର୍ଘଟନା ଗ୍ରସ୍ତହେଲା ବୋଲରୋ ପିକପ ଭେନ୍ ଅଳ୍ପକେ ବର୍ତିଲା ଚାଳକ
Baudh Sadar, Boudh (Bauda) | Apr 30, 2025
ବୌଦ୍ଧ ଥାନା ଆମ୍ବଝୋରି ପଞ୍ଚାୟତ ଅନ୍ତର୍ଗତ ଗନ୍ଧିସର୍ ରାସ୍ତା ନିକଟର ବୁଧବାର ଭର ରୁ ବଘିଆପଡା ରୁ ଆମ୍ବଝରି ଅଭିମୁଖେ ଯାଉଥିବା ବୋଲେରୋ ପିକପ୍ ଭେନ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଦୁର୍ଘଟନା ହୋଇ ରାସ୍ତା ତଳକୁ ଓଲୋଟି ପଡ଼ିଛି ବୋଲରୋ ପିକପ ଭେନ୍ ଅଳ୍ପକେ ବର୍ତି ଯାଇଥିଲେ ଚାଳକ l ତେବେ ଘଟଣା ସ୍ଥଳରେ କେହି ଦୁର୍ଘଟନାରେ କେହି ମୃତହତ ହେଇ ନଥିବା ବୁଧବାର 11ଘଣ୍ଟା ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ସୁଚନା ମିଳିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!