Download Now Banner

This browser does not support the video element.

ଅନୁଗୋଳ: କୁମୁରିସିଂହାରେ ଯବାନଙ୍କ ଏକାଦଶାହ କାର୍ଯ୍ୟରେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ କୁମାର ବେହେରା

Anugul, Angul | Aug 22, 2025
ଅନୁଗୋଳ ବ୍ଲକ କୁମୁରିସିଂହା ଗ୍ରାମର ଯବାନ କେଦାରନାଥ ପରିଡ଼ାଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ଶ୍ରୀ ପରିଡ଼ା ଦୀର୍ଘ ୨୬ ବର୍ଷ ହେଲା ସୈନ୍ୟ ବାହିନୀରେ କର୍ଯ୍ୟରତ ଥିଲେ। ସେ ପଞ୍ଜାବର ଫିରୋଜପୁରଠାରେ ସୁବେଦାର ଭାବେ କାର୍ଯ୍ୟରତ ଥିବା ବେଳେ ଗତ ୧୨ ତାରିଖରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିଲା। ଗତ ଗୁରୁବାର ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିଥିଲା । ସାଥୀ ଯବାନ ମୃତଦେହ ଧରି କୁମୁରିସିଂହା ଗ୍ରାମରେ ପହଞ୍
Read More News
T & CPrivacy PolicyContact Us