This browser does not support the video element.
କଣ୍ଟାମାଳ: ବୌଦ୍ଧ ବ୍ଲକର 4 ଟି ଗ୍ରାମ ପଞ୍ଚାୟତର ଏକ ପେଡ ମା କେ ନାମ ପ୍ରସ୍ତୁତିର ପରିଦର୍ଶନ କଲେ ସିଡିଓ
Kantamal, Boudh (Bauda) | Sep 12, 2025
ଶୁକ୍ରବାର ଦିନ ବୌଦ୍ଧ ବ୍ଲକ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 4 ଟି ଗ୍ରାମ ପଞ୍ଚାୟତରେ ଚାଲିଥିବା ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ପ୍ରସ୍ତୁତିର ପରିଦର୍ଶନ କରିଛନ୍ତି ସିଡିଓ l ଆଜି ଦିନ 11 ଘଣ୍ଟା ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଗସ୍ତରେ ଯାଇ ମନୁପାଲି, ଖଲିଆ ପାଲି, ରକ୍ସl ଓ କସୁର ବନ୍ଧ ଗ୍ରାମ ପଞ୍ଚାୟତରେ ଏକ ପେଡ ମା କେ ନାମ୍ ଅଭିଯାନର ବୃକ୍ଷ ରୋପଣ ପାଇଁ ଚାଲିଥିବା ଗାତ ଖୋଳା ଓ ଅନ୍ୟାନ୍ୟ ପ୍ରସ୍ତୁତି ପରିଦର୍ଶନ କରିଛନ୍ତି |