This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଦୁର୍ଗା ପୂଜା ନେଇ ଗୁରୁତ୍ୱପୂର୍ଣ ବୈଠକ, ପୋଲିସ କମିସନର ଙ୍କ ଅଫିସରେ ପ୍ରତିକ୍ରିୟା ରଖିଲେ ସୁରେଶ ଦେବଦତ୍ତ ସିଂ
Bhubaneswar M Corp, Khordha | Sep 1, 2025
ପୂଜା ବେଳେ ସେଫଟି କୁ ଗୁରୁତ୍ୱ - ପୋଲିସ କମିଶନର | ମହିଳା ସୁରକ୍ଷା ଓ ଟ୍ରାଫିକ କୁ ଅଧିକ ଗୁରୁତ୍ୱ ଦିଆଯିବ | ଫାୟାର ସେଫଟି ଓ ବିଦ୍ୟୁତ ସେଫଟି ପାଇଁ ବିଭାଗ ଠାରୁ ଅନୁମତି ଆଣିବେ ଆୟୋଜକ | ପ୍ରତି ପେଣ୍ଡାଲ ରେ ରହିବ ଏମେର୍ଜେନ୍ସି ଏକ୍ସଜିଟ ବ୍ୟବସ୍ଥା ସିସିଟିଭି ଲଗାଇବାକୁ ପୂଜା କମିଟି କୁ କୁହା ଯାଇଛି | ଭସାଣି ରେ ଡିଜେ ବାଜିବନି | ଏୟାର ପୋର୍ଟ ଅଂଚଳ ରେ ଭସାଣି ବେଳେ ଲାଇଟ ଲଗାଇବା ନେଇ କଟକଣା | ପୂଜା ଓ ଭସାଣି ବେଳେ ଅପସଂସ୍କୃତି ନ ରହିବା ନେଇ ରାଜି ହୋଇଛନ୍ତି ପୂଜା କମିଟି | ପୂଜା ବେଳେ ଅପରାଧୀ ଙ୍କ ଉପରେ ରହିବ କଡା ନଜର |