This browser does not support the video element.
ଅନୁଗୋଳ: ବସଲା ଗ୍ରାମ ନିକଟରେ ଗୋଟିକିଆ ଦନ୍ତା ହାତୀ
Anugul, Angul | Sep 9, 2025
ଅନୁଗୋଳ ବ୍ଲକ ବସଲା ଗ୍ରାମ ନିକଟରେ ଆଜି ଗୋଟିକିଆ ଦନ୍ତା ହାତୀ ଦେଖିବାକୁ ମିଳିଛି । ହାତୀ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁତ ଲୋକ ରୁଣ୍ଢ ହୋଇଥିଲେ। ଯାହା ଫଳରେ ହାତୀ ଯିବା ପାଇଁ ପ୍ରତିବନ୍ଧକ ସାଜିଥିଲେ। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ହାଣଡିହ ଗ୍ରାମ ଦେଇ ଗୋଟିକିଆ ଦନ୍ତା ହାତୀ ବସଲା ଗ୍ରାମ ନିକଟକୁ ପଳାଇ ଆସିଛି। କିନ୍ତୁ ହାତୀକୁ ସ୍ଥାନୀୟ ଅଞ୍ଚଳର ପିଲାମାନେ ବହୁତ ହଇରାଣ କରୁଛନ୍ତି। ପ୍ରାୟ ୫୦ରୁ ଉର୍ଦ୍ଧ୍ଵ ପିଲା ହାତୀ ଠାରୁ ମାତ୍ର ୩୦/୪୦ ଫୁଟ ଦୁରତାରେ ରହି ହଇରାଣ କରୁଛନ୍ତି। ଯାହା ଫଳରେ ହାତୀ ଲୋକ ମାନଙ୍କୁ ମଧ୍ୟ ମାରିବା ପାଇଁ ଗୋଡାଉଛି। ବନ ବିଭାଗର