Download Now Banner

This browser does not support the video element.

ଓରିଏଣ୍ଟ: ଝାରସୁଗୁଡା ସ୍ଥିତ ଆଇଓସିଏଲ ଡିପୋ ରୁ ତେଲ ଟେଂକର ବାହାରିଲା ପରେ ମାଝୀ ରାସ୍ତା ନିଛାଟିଆ ସ୍ଥାନରେ ହେଉଛି ତେଲ ଚୋରୀ

Orient, Jharsuguda | Sep 12, 2025
ଝାରସୁଗୁଡା ସ୍ଥିତ ଆଇଓସିଏଲ ଡିପୋ ରୁ ତେଲ ଟେଂକର ବାହାରିଲା ପରେ ମାଝୀ ରାସ୍ତା ନିଛାଟିଆ ସ୍ଥାନରେ ହେଉଛି ତେଲ ଚୋରୀ l ଏହି ତେଲ ଚୋରୀ ର ଦୃଶ୍ୟ ଆଜି ଶୁକ୍ରବାର ରାତି ୭ ଟା ରୁ ବିଭିନ୍ନ ସାମାଜିକ ଗଣ ମାଧ୍ୟମ ରେ ଭାଇରାଲ ହେଉଛି l ତେଲ ଟେଙ୍କର ତେଲ ଡିପୋ ରୁ ବାହାରିଲା ପରେ ନିଛାଟିଆ ସ୍ଥାନରେ ରହୁଛି l ଏହାପରେ ଟେମ୍ପୁ ଯୋଗେ ତେଲ ଚୋର ଆସି ପ୍ଲାଷ୍ଟିକ ଯାର୍କିଂ ରେ ଭରି ନେଉଛନ୍ତି ତେଲ l ଏହି ଭିଡିଓ ଟି ଏବେ ଝାରସୁଗୁଡା ଜିଲ୍ଲା ରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି l
Read More News
T & CPrivacy PolicyContact Us