This browser does not support the video element.
କେନ୍ଦ୍ରାପଡା: ଜମଧରରେ ବିଜେପି କେନ୍ଦ୍ରାପଡ଼ା ବିଧାନସଭା ପକ୍ଷରୁ ସେବା ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
Kendrapara, Kendrapara | Sep 9, 2025
ବିଜେପି କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରାପଡା ବିଧାନସଭା ଅନ୍ତର୍ଗତ କେନ୍ଦ୍ରାପଡା ଗ୍ରାମିଣ ମଣ୍ଡଳରେ ଯମଧରରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖ ଠାରୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ଜୟନ୍ତୀ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସେବା ପକ୍ଷ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରାପଡା ବିଧାନସଭା ନେତ୍ରୀ ଶ୍ରୀମତି ଗିତାଞ୍ଜଳୀ ସେଠି ଙ୍କ ନେତୃତ୍ବରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମଣ୍ଡଳ ସଭାପତି ବାବାଜି ଭାଇ , ଜିଲ୍ଲା ସାଧାରଣ ସମ୍ପାଦକ ଉପିନ କୁମାର ରାଉତ , ଜ୍ୟୋସ୍ନା ରାଣି ଜେନା ପ୍ରମୁଖ ଉପସ୍ଥିତ ଥିଲେ