Download Now Banner

This browser does not support the video element.

ଖରିଆର: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ ସିନାପାଲିର ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ

Khariar, Nuapada | Sep 13, 2025
ସିନାପାଲି ସ୍ଥିତ ମହାବିଦ୍ୟାଳୟ , ଉଚ୍ଚ ବିଦ୍ୟାଳୟ, ମହିଳା ଉଚ୍ଚ ବିଦ୍ୟାଳୟ ଓ ବରଗାଁ ଉଚ୍ଚ ବିଦ୍ୟାଳୟରେ ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆଜି ୪ ଟା ପର୍ଯ୍ୟନ୍ତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ଵବିଦ୍ୟାଳୟ ,ଖଡ଼ିଆଳ ଶାଖାର ସଞ୍ଚାଳିକା ବ୍ରହ୍ମା କୁମାରୀ ସୁର୍ଯ୍ୟକାନ୍ତି ଭଉଣୀ ନିଶା ମୁକ୍ତ ରହିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ ରଏହି ଅବସରରେ ଶପଥ ପାଠ କରାଯାଇଥିଲା।
Read More News
T & CPrivacy PolicyContact Us