This browser does not support the video element.
ବୌଦ୍ଧ ସଦର: ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ସେବା ପକ୍ଷ ପାଳନ ପାଇଁ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ
Baudh Sadar, Boudh (Bauda) | Sep 12, 2025
ଶୁକ୍ରବାର ସନ୍ଧ୍ୟାରେ ବୌଦ୍ଧ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ସେବା ପକ୍ଷ ପାଳନ ପାଇଁ ବିଜେପିର ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି l ନଗର ମଣ୍ଡଳ ସଭାପତି ଗଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର, ବରିଷ୍ଠ ବିଜେପି ନେତା ସତ୍ୟାନନ୍ଦ ପାଣ୍ଡେ, ସଞ୍ଜୀବ କୁମାର ମହାପାତ୍ର ମଞ୍ଚାସୀନ ଥିଲେ l