Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ଆସୁଛନ୍ତି ମୋଟିଭେଟର ଜାକିର ହୁସେନ - ଲୋକଙ୍କୁ ସିଖେଇବେ ସଞ୍ଜମ ରକ୍ଷା ହିଁ ଶକ୍ତି

Titlagarh, Balangir | Oct 6, 2025
ଗୁରୁବାର ନ ତାରିଖ ଡି ଏନ୍ ରିସର୍ଟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଥିରେ କି ନିଜକୁ କିପରି ସଶକ୍ତ କରି ହେବ ? ସମାଜରେ ବଞ୍ଚିବାକୁ ହେଲେ କିପରି ମନୋବଳକୁ ସୁଦୃଢ଼ କରି ହେବ। ଏ ବିଷୟରେ କହିବା ପାଇଁ ଟିଟିଲାଗଡ଼ ଆସିବେ ମୋଟି ଭେଟର ମିଷ୍ଟର ଜାକିର ହୁସେନ।
Read More News
T & CPrivacy PolicyContact Us