Download Now Banner

This browser does not support the video element.

ଚମ୍ପୁଆ: କରଞ୍ଜିଆ ରେଞ୍ଜରୁ ଝାଲିଆ ବେଡା ଗାଁ ଜଙ୍ଗଲ ଦେଇ ଚମ୍ପୁଆ ରେଞ୍ଜକୁ ପ୍ରବେଶ କଲେ ୩୦ ଟିକିଆ ହାତୀପଲ

Champua, Kendujhar | Sep 29, 2025
କିଛିଦିନ ପୂର୍ବରୁ ଚମ୍ପୁଆ ରେଞ୍ଜ ଛାଡି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜକୁ ଚାଲି ଯାଇଥିବା ୩୦ ଟିକିଆ ହାତୀପଲ ଆଜି ପୁଣି ଚମ୍ପୁଆ ରେଞ୍ଜକୁ ଫେରି ଆସିଥିବା ଜଣା ପଡିଛି। ୧୨ ମାଇ, ୧୧  ଦନ୍ତା ଓ ୭ଟି ଛୁଆ ରହିଥିବା ଏହି ହାତୀପଲ ଆଜି ଝାଲିଆ ବେଡା ଗାଁ ଜଙ୍ଗଲ ଦେଇ ଏହି ରେଞ୍ଜକୁ ପ୍ରବେଶ କରିଥିବା ବେଳେ ଏହି ଜଙ୍ଗଲ ସଂଲଗ୍ନ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିବା ସୂଚନା ରହିଛି।
Read More News
T & CPrivacy PolicyContact Us