Download Now Banner

This browser does not support the video element.

ମାଲକାନଗିରି: ଶିକ୍ଷକ ତପନ କୁମାର ବାଇନଙ୍କୁ ଦିଆଗଲା ଅବସର କାଳୀନ ସମ୍ବର୍ଦ୍ଧନା, ଯୋଗ ଦେଲେ ବ୍ଲକ ଶିକ୍ଷାଧିକାରୀ

Malkangiri, Malkangiri | Aug 31, 2025
କାଲିମେଳା ବ୍ଲକ ଶିକ୍ଷା ଅନ୍ତର୍ଗତ ଲୁଗେଲ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୩୯ ବର୍ଷର ଦୀର୍ଘ ଶିକ୍ଷକତା ଜୀବନ ସଫଳତାର ସହ ସମାପନ କରିଥିବା ବରିଷ୍ଠ ଶିକ୍ଷକ ତପନ କୁମାର ବାଇନଙ୍କୁ ଏକ ଭବ୍ୟ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଆଜି ଦିନ ୩ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ବାରୋଇ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଧନେଶ୍ଵର ନାୟକ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ନିମାଇଁ ପାଲ ପ୍ରମୁଖ ଉପସ୍ଥିତ ଥିଲେ। ଦାମୋଦର ଦୁରୁଆଙ୍କ ସଭାପତିତ୍ଵରେ ଏହି ସ୍ମରଣୀୟ କାର୍ଯ୍ୟକ୍ରମ ଅନୁଷ୍ଠି
Read More News
T & CPrivacy PolicyContact Us