This browser does not support the video element.
କଣ୍ଟାମାଳ: ପାଳଝିର ଜଙ୍ଗଲ ରୁ ଗଂଜେଇ ଜବତ କୋଟରେ ଗଂଜେଇ ପଦର୍ଶନ କଲା ପୋଲିସ
Kantamal, Boudh (Bauda) | Aug 26, 2025
ଗଂଜେଇ ଜବତ କୋଟରେ ଗଂଜେଇ ପଦର୍ଶନ କଲା ପୋଲିସ ମନମୁଣ୍ଡା ଥାନା ଶଗଡା ପାଣ୍ଡୀ ପାଳଝିର ନିକଟରେ ଗଂଜେଇ ଚୋରାଚାଲାଣ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ପୋଲିସ ର ଏକ ଟିମ ଚଢ଼ାଉ କରିଥିଲା ଘଟଣା ସ୍ଥଳରୁ ମାଫିଆ ଚମ୍ପଟ ମାରିଥିବା ବେଳେ ଘଟଣା ସ୍ଥଳରୁ 210kg ଗଂଜେଇ ଜବତ କରିଥିଲା ପୋଲିସ ଗତକାଲି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ଏହି ଗଂଜେଇ ଓଜନ କରାଯାଇଥିବା ବେଳେ ଆଜି କୋଟରେ ପଦର୍ଶନ କରିଛି ପୋଲିସ I ଏ ନେଇ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ସୋସିଆଲ ମିଡ଼ିଆ ରେ ସୂଚନା ଦେଇଛନ୍ତି I