This browser does not support the video element.
ସୋହେଲା: ବାରହା ପ୍ରେମରେ ମଣିଷ, ବଡମାଳ ଗ୍ରାମର ବ୍ୟକ୍ତି ବହୁ ବର୍ଷ ଧରି ଲାଲନ ପାଳନ କରିଥିବା ବାରହା କୁ ଆଜି ବିଭାଗ କୁ ନେଲା ଘେଁସ ବନାଞ୍ଚଳ
Sohela, Bargarh (Baragarh) | Sep 2, 2025
ସୋହେଲା ବ୍ଲକ ର ଘେଁସ ବନାଞ୍ଚଳ ଅଧିନରେ ରହିଛି ବଡମାଳ ଗ୍ରାମ , ପାଖରେ ରହିଛି ଝାଞ୍ଜ ପାହାଡ , ପ୍ରାୟ ଦୁଇ ବର୍ଷ ଆଗରୁ ଝାଞ୍ଜ ପାହାଡ କୁ ଛେଳି ଚରାଇବାକୁ ଯାଇଥିବାବେଳେ ଛୋଟ ବାରାହା ଛୁଆଟିକୁ ପାଇଥିଲେ ଓ ନିଜ ସାଙ୍ଗ ରେ ସେବକ ମହାନନ୍ଦ ଘରକୁ ନେଇ ଆସିଥିଲେ , ସେହି ଦିନଠାରୁ ସେବକ ମହାନନ୍ଦ ଓ ତାଙ୍କ ସ୍ତ୍ରୀ ପରିବାର ଗୋଟିଏ ସଦସ୍ୟ ଭାବେ ଜଙ୍ଗଳୀ ବାରାହ କୁ ଲାଲନ ପାଳନ କରୁଥିଲେ , ବାରହା ପ୍ରେମରେ ମଣିଷ । କିନ୍ତୁ ଘେଁସ ବନାଞ୍ଚଳ ର ଅଧିକାରୀ ମାନେ ବାରହା କୁ ନିଜ ଅକ୍ତିଆର ରେ ରଖିଛନ୍ତି । ଏହି ଘଟଣା ପରେ ଆଜି 2 PM ରେ ନିଆଯାଇଥିବା ସେବନ ଙ୍କ ଏ ସଂପର୍କିତ ମତାମତ ଦେଖନ୍ତୁ