This browser does not support the video element.
କେନ୍ଦୁଝର ସହର: ଓଡ଼ିଶା କୁଡୁମିସେନା ଦ୍ୱାରା କେନ୍ଦୁଝର ଠାରେ କଳା ଦିବସ ପାଳନ କରାଯାଇଛ
Kendujhar Town, Kendujhar | Sep 6, 2025
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେପ୍ଟେମ୍ବର 6 କୁ ଓଡ଼ିଶା କୁଡୁମିସେନା ଦ୍ୱାରା କଳା ଦିବସ ପାଳନ କରାଯାଇଛି।ଆଜି କେନ୍ଦୁଝର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା କୁଡୁମିସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ଙ୍କ ନେତୃତ୍ୱରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର କାଳି ପଡିଆ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଭାରତର ରାଷ୍ଟ୍ରପତି ଙ୍କ ଉଦ୍ୟେଶ୍ୟରେ ଜିଲ୍ଲାପାଳ ଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ କରିଥିଲେ।