Download Now Banner

This browser does not support the video element.

ବୌଦ୍ଧ ସଦର: ଟାଉନ୍ ହଲ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଂଗଠନ ସୃଜନ ଅଭିଯାନ ଅନୁଷ୍ଠିତ

Baudh Sadar, Boudh (Bauda) | Sep 11, 2025
ଗୁରୁବାର ଦିନ ବୌଦ୍ଧ ଟାଉନ ହଲ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଂଗଠନ ସୃଜନ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଲ ଇଣ୍ଡିଆ କଂଗ୍ରେସ କମିଟି ପର୍ଯବେକ୍ଷକ ଶ୍ରୀନିବାସ ବି ଭି, ପ୍ରଦେଶ କଂଗ୍ରେସ କମିଟି ପର୍ଯବେକ୍ଷକ ଆକବର ଖାନ, ପୂର୍ବତନ ସାଂସଦ ନକୁଳ ନାଏକ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଦେବେନ୍ଦ୍ର ମହାନ୍ତି, ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସୁଜିତ କୁମାର ପାଢୀ ମଞ୍ଚାସୀନ ଥିଲେ l
Read More News
T & CPrivacy PolicyContact Us