This browser does not support the video element.
ଝାରସୁଗୁଡା: ଚନ୍ଦନିମାଲ ଗାଁ ନିକଟରେ ଜୁଆ ଖେଳ ବେଳେ ପୋଲିସ ଚଢ଼ାଉ କରି ଗିରଫ କରିଥିବା 3ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି
Jharsuguda, Jharsuguda | Sep 11, 2025
ଝାରସୁଗୁଡା ଜିଲ୍ଲା ଚନ୍ଦନିମାଲ ଗାଁ ନିକଟରେ ଜୁଆ ଖେଳ ବେଳେ ପୋଲିସ ଚଢ଼ାଉ କରି ଗିରଫ କରିଥିବା 3ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତମାନେ ସରୋଜ ନାଏକ, ଦିପେଶ ନାଏକ, ପଦ୍ମଲୋଚନ ଚାନ୍ଦ ବୋଲି ଜଣାପଡିଛି l ଆଜି ଅପରାହ୍ନ ପ୍ରାୟ ୩ ଟା ରେ ଅଭିଯୁକ୍ତ ମାନଂକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି l ଅନ୍ୟପଟେ ଜୁଆ ଖେଳ ହେଉଥିବା ସ୍ଥାନ ରୁ ୧୫ ହଜାର ୨୮୦ ଟଙ୍କା, ୫ ଟି ମୋଟର ସାଇକେଲ, ଗୋଟିଏ କାର ଜବତ କରିଛି ପୋଲିସ ।