Install App
publicnewskoraput
This browser does not support the video element.
କୋରାପୁଟ ସହର: କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ମାଷ୍ଟର ଟ୍ରେନର ମାନଙ୍କର ୩ଦିନିଆ ତାଲିମ ଶିବିର ଉଦଯାପିତ ସୂଚନା ଦେଲେ ବୋରିଗୁମ୍ମା ବିଡ଼ିଓ
Koraput Town, Koraput | Sep 7, 2025
କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ବ୍ଲକ ମାଷ୍ଟର ଟ୍ରେନର ମାନଙ୍କର ୩ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ କୋରାପୁଟ ଆଇଟିଡିଏର ମିଳିତ ଆନୁକୁଲ୍ୟରେ ଆଜି ଦିନ ୨ଟା ସମୟରେ ତାଲିମ ଶିବିର ଆୟୋଜନ କରାଯାଇଥିଲା। କୋରାପୁଟ ଜିଲ୍ଲା ପାଇଁ ଆଦି କର୍ମଯୋଗୀ ଅଭିଯାନର ଜିଲ୍ଲା ପ୍ରଭାରୀ ପ୍ରଦୀପ ଅଗ୍ରୱାଲ ଓ କୋରାପୁଟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ସ୍ନେହପ୍ରଭା ମାଝି ଯୋଗ ଦେଇଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!