Download Now Banner

This browser does not support the video element.

କଟକ ପୌରାଞ୍ଚଳ: ପୁରୁଣା କଟକ ସମ୍ବଲପୁର ରାସ୍ତା କଖଡି ସ୍କୁଲ ସମ୍ମୁଖରେ ବୃଦ୍ଧାଙ୍କ ଉପରେ ଚଢ଼ିଗଲା ଟ୍ରକ୍, ଚାଲିଗଲା ବୃଦ୍ଧାଙ୍କ ଜୀବନ

Cuttack M Corp PS, Cuttack | Sep 5, 2025
କଟକ ପୁରୁଣା କଟକ ସମ୍ବଲପୁର ରାସ୍ତା କଖଡି ସ୍କୁଲ ସମ୍ମୁଖରେ ବୃଦ୍ଧାଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଏହି ଦୁର୍ଘଟଣାରେ ଚାଲିଗଲା ଜଣେ ବୃଦ୍ଧାଙ୍କ ଜୀବନ। ମୃତକ ହେଲେ ୬୫ ବର୍ଷୀୟା ମାଳତୀ ସାହୁ। ଶୁକ୍ରବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
Read More News
T & CPrivacy PolicyContact Us