This browser does not support the video element.
ସୁନ୍ଦରଗଡ ସହର: ସଦର ବିଧାୟକ ଯୋଗେଶ କୁମାର ସିଂଙ୍କ ହେମଗିର ଅଞ୍ଚଳର ବିଘ୍ନ ବିନାଶକ ଗଣେଶଜୀଙ୍କ ଦର୍ଶନ
Sundargarh Town, Sundargarh | Aug 30, 2025
ଆଜି ଅଗଷ୍ଟ 30 ତାରିଖ ଶନିବାର ଅପରାହ୍ନ 3ଟା ଠାରୁ ଆରମ୍ଭ ହୋଇଛି ଯୋଗେଶଙ୍କ ପ୍ରଭୁ କୃପା ନେବାର ଅଭିଯାନ। ଆଜି ଅପରାହ୍ନ 3 ଟାରେ କନିକା ପଞ୍ଚାୟତର କନିକାରୁ ଆରମ୍ଭ କରିଛନ୍ତି ପ୍ରଭୁ ଗଜାନନଙ୍କ ଦର୍ଶନ। ଏହି କ୍ରମରେ ସେ କନିକା, ଦଳକ, ତେତେଲ ପଡ଼ା , ଫାଟକ ପଡ଼ା, ବିଘ୍ନେଶ୍ୱର କ୍ଳବ୍ ଖଲିଆବାହାଲ, ସିଦ୍ଧି ବିନାୟକ ଗଣପତି କ୍ଳବ୍ ଖଲିଆ ବହାଲ ଏବଂ ଝୁପୁଡ଼ି ପଡ଼ା ଗଣେଶ ପୂଜା ମଣ୍ଡପରେ ପ୍ରଭୁ ଗଣେଶଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଅଞ୍ଚଳ ବାସୀଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି।