Download Now Banner

This browser does not support the video element.

ଲାଞ୍ଜିଗଡ: ବିଶ୍ଵନାଥ ପୁର PWD ବଙ୍ଗଳା ଠାରେ ଗ୍ରୀନ କଳାହାଣ୍ଡିର ସାମ୍ବାଦିକ ସମ୍ମିଳନୀ ଯୋଗଦେଲେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ

Lanjigarh, Kalahandi | Sep 24, 2025
ବହୁ ରାଷ୍ଟ୍ରୀୟ କମ୍ପାନୀ ମାନେ ନିୟମଗିରି ବକ୍ସାଇଟ ଖଣି ଖନନ ପାଇଁ ଅହରହ ଉଦ୍ୟମ କରାଯାଉଥିବା ବେଳେ ଏହାକୁ ନେଇ ନିୟମଗିରି ସୁରକ୍ଷାକୁ ନେଇ ଗ୍ରୀନ କଳାହାଣ୍ଡି ନିୟମଗିରି ସୁରକ୍ଷା ସମିତି ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଳକ ମୁଖ୍ୟାଳୟ ବିଶ୍ୱନାଥପୁର ସ୍ଥିତ ପିଡବଲ୍ୟୁଡି ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ବୁଧବାର ଅପରାହ୍ନ ତିନିଟା ସମୟରେ ଅନୁଷ୍ଠିତ ହୋଇଯାଇଛି।
Read More News
T & CPrivacy PolicyContact Us