Download Now Banner

This browser does not support the video element.

ଚନ୍ଦକା: ଅନ୍ଧାରୁଆ ଦାସପୁର ନିକଟରେ ବୁଲୁଛି ଗଜରାଜ, ଲୋକେ ଭୟଭୀତ

Chandaka, Khordha | Jun 18, 2024
ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି ଗଜରାଜ । ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ଦାସପୁର ନିକଟରେ ବୁଲୁଛନ୍ତି ହାତୀ । ଜନବସତି ମୁହାଁ ହେଉଛନ୍ତି ଗଜରାଜ । ଆଜି 8.23ରେ ଜଙ୍ଗଲ ପଟୁ ଆସି ରାସ୍ତା ପାର ହେଉଥିବାର ଏହି ଦୃଶ୍ୟ ଦେଖନ୍ତୁ । ନୀତିଦିନ ଏହିଭଳି ଭାବେ ହାତୀ ପଲ୍ଲ ଜଙ୍ଗଲ ପଟୁ ଆସି ଜନବସତି ଆଡକୁ ଯାଉଛନ୍ତି । ଦିନ ଓ ରାତି ସମୟରେ ଏଭଳି ଯାତାୟାତ କରି ଫସଲ ନଷ୍ଟ କରୁଛନ୍ତି। ଲୋକେ ମଧ୍ୟ ଏହାକୁ ନେଇ ଭୟଭୀତ ଥିବା ବେଳେ ଖାଦ୍ୟ ପାଇଁ ହାତୀ ରାସ୍ତା ପାର ହେଉ ଯାଉଥିବା କହିଛନ୍ତି ଜଙ୍ଗଲ ବିଭାଗ କର୍ମଚାରୀ ।
Read More News
T & CPrivacy PolicyContact Us