Install App
ppadhi2012
This browser does not support the video element.
ପାଟଣାଗଡ: କାଉନସିଲ ବୈଠକରେ ଇଓଙ୍କ ଅନୁପସ୍ଥିତକୁ ନେଇ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଏନଏସି ଅଧ୍ୟକ୍ଷା
Patnagarh, Balangir | Aug 25, 2025
ପାଟଣାଗଡ଼ ଏନ ଏ ସି ର କାଉନସିଲ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା ।ଏଥିରେ ଇଓ ଅନୁପସ୍ଥିତ ରହିଥିଲେ ।ଯାହାକୁ ନେଇ କାଉନସିଲର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ଏହାକୁ ନେଇ ସୋମବାର ଅପରାହ୍ନ ୩ ଟାରେ ଏନ ଏ ସି କାର୍ଯ୍ୟଲୟରେ ପ୍ରତିକ୍ରିୟା ରଖିଛନ୍ତି ଏନ ଏ ସି ଅଧ୍ୟକ୍ଷା ମାନସୀ ବିଶ୍ବାଳ
Share
Read More News
T & C
Privacy Policy
Contact Us
Your browser does not support JavaScript!