Download Now Banner

This browser does not support the video element.

ସୋରଡା: ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଭିନ୍ନ ଅଞ୍ଚଳରେ ଆୟୋଜିତ ହୋଇଥିବା ଗଣେଶ ପୂଜା ମଣ୍ଡପ ପରିଦର୍ଶନ କରିଥିଲେ ବିଧାୟକ.

Surada, Ganjam | Aug 27, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ସ୍ଥାନରେ ପାଳିତ ହୋଇଛି ବିଘ୍ନରାଜ ଗଣେଶ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।ବିଶେଷ କରି ଆଜି ବନ ବିଭାଗ ପକ୍ଷରୁ ନିଆରା ଢଙ୍ଗରେ ଗଣେଶ ପୂଜା ପାଳନ କରାଯାଇଛି.ବନ ବିଭାଗ ଅଧିକାରୀ ଅଞ୍ଜନ କୁମାର ନାୟକ ନେତୃତ୍ୱ ୬୦ରୁ ଉର୍ଦ୍ଧ ମହିଳାଙ୍କୁ ବୃକ୍ଷ ରୋପଣ ପାଇଁ ବୃକ୍ଷ ପ୍ରଦାନ କରଯାଇଥିଲା. ଅନ୍ୟପଟେ ବିଧାୟକ ସନ୍ଧ୍ୟା ସମୟରେ ଗ୍ରସ୍ତ କରି ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଥିଲେ.
Read More News
T & CPrivacy PolicyContact Us