This browser does not support the video element.
ସୁନ୍ଦରଗଡ ସହର: ଅଳଙ୍ଗ ପାଣି ଓ ଗୁରାବସାରେ ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟର ଚଢାଉ, ବିପୁଳ ପରିମାଣର ମଦ ଓ ପୋଚ ନଷ୍ଟ
Sundargarh Town, Sundargarh | Sep 29, 2025
ଆଜି ସେପ୍ଟେମ୍ୱର 29 ତାରିଖ ସୋମବାର ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟ ପୂର୍ବାହ୍ନ 9:30 ରୁ ଅପରାହ୍ନ 1:30 ପର୍ଯ୍ୟନ୍ତ ଦୁଇଟି ସ୍ଥାନରେ ଚଢ଼ାଉ କରି ମଦ ମାଫିଆ ଓ ମଦ ପ୍ରସ୍ତୁତ କରୀଙ୍କ ନିଦ ହଜାଇଛନ୍ତି। ମଦ ପ୍ରସ୍ତୁତକାରୀଙ୍କ ମଦ ତିଆରି ଉପକରଣ ଓ ମଦ ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି। ଏହି କ୍ରମରେ ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟ ଅଧିକାରୀ ମାନେ ଘଟଣା ସ୍ଥଳରେ 240 ଲିଟର IDL ଓ 2800kg ଓଜନର ମହୁଲ ଫାସ ବା ଏଫ୍ ଏମ୍ ୱାସ୍ ନଷ୍ଟ କରିଛନ୍ତି। ତେବେ ବିଭାଗ ହତାରେ କେହି ଜଣେ ହେଲେ ଅଭିଯୁକ୍ତ ଧରା ପଡି ନାହାଁନ୍ତି। ଅପରପକ୍ଷେ ଏହି କାରବାର ଉପରେ ବିଭାଗ P R Case No: 249/25-26 ରୁଜ୍ଜୁ