Download Now Banner

This browser does not support the video element.

ତଲସରା: ରୁନଗାଁ ଗ୍ରାମ ରେ ପୋଖରୀ ରେ ବୁଡ଼ି ପ୍ରାଣ ହରାଇଲେ ବୃଦ୍ଧ

Talasara, Sundargarh | Aug 30, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ରୁନଗାଁ ଗ୍ରାମ ରେ ଗ୍ରାମର ଜଣେ ବୃଦ୍ଧ ପାଣି ରେ ବୁଡ଼ି ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଘଟଣା ଅନୁଯାୟୀ ଗ୍ରାମର ଲଲିନ୍ଦ୍ର ତାଜନ ଆଜି ଅପରାହ୍ନରେ ଗ୍ରାମ ନିକଟସ୍ଥ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିଲେ। ଏହି ବିଷୟରେ ବଡ଼ଗାଁ ଥାନା ଆଇଆଇସି ବାଲୁଙ୍କେଶ୍ବର ନାଏକ ସୂଚନା ପାଇବା ପରେ ବଡ଼ଗାଁ ଥାନା ଏଏସଆଇ ଅରୁପାନନ୍ଦ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us