Download Now Banner

This browser does not support the video element.

ସୁନ୍ଦରଗଡ ସହର: ତୁଡ଼ାଲଗା ନିକଟ ରାଜ୍ୟ ରାଜପଥ-୧୦ ବିଜୁ ଏକ୍ସପ୍ରେସ ୱେରେ ଚାଲିଲେ ଗଜରାଜ

Sundargarh Town, Sundargarh | Aug 23, 2025
ଆଜି ଅଗଷ୍ଟ 23 ତାରିଖ ଶନିବାର ଏହି ଦୃଶ୍ୟ ହେଉଛି ଅପରାହ୍ନ 1:30 ସମୟର। ରାଜକୀୟ ଠାଣିରେ ଗଜରାଜ ରାଜପଥରେ। ରାଜ୍ୟ ରାଜ ପଥ -10 ବିଜୁ ଏକ୍ସପ୍ରେସ ୱେ ର ତୁଡ଼ାଲଗା ହନୁମାନ ଛକ ନିକଟରେ ଗଜରାଜ ମୁଖ୍ୟ ରାସ୍ତାରେ ଚାଲୁଛନ୍ତି। କେତେକ ତାଙ୍କ ପଛରେ ଚିତ୍କାର କରୁଥିବା ବେଳେ ସେ ପରବାୟରେ ରାସ୍ତାରେ ଚାଲୁ ଛନ୍ତି। ଫଳରେ ରାଜପଥ ରେ ଆସୁଥିବା ଉଭୟ ପଟେ ଶତାଧିକ ଗାଡ଼ି ଅଟକି ରହିଛି। ତେବେ ବନ ବିଭାଗ କର୍ମୀ ମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଦନ୍ତା ବା ଗଜରାଜ ଙ୍କୁ ରାସ୍ତା ଉପରୁ ଘଉଡ଼ାଇ ବାକୁ ଉଦ୍ୟମ ଜାରି ରଖିଥିବା ଜଣା ପଡିଛି।
Read More News
T & CPrivacy PolicyContact Us