Download Now Banner

This browser does not support the video element.

ନୂଆପଡା: ପରଲୋକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ‍୍ୟାଗ

Nuapada, Nuapada | Sep 8, 2025
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଆଜି ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ମୃତ୍ୟ ବେଳକୁ ତାଙ୍କୁ ୬୮ ବର୍ଷ ହେଉଥିଲା। କିଛି ଦିନ ହେବ ସେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କ ହୃତପିଣ୍ଡ ପ୍ରତ୍ୟାରୋପଣ କରାଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ହୋଇଥିଲେ ତାଙ୍କର କିଡନୀ ପ୍ରତ୍ୟରୋପଣ କରାଯାଇଥାନ୍ତା। ବିଧିର ବିଧାନରେ କିନ୍ତୁ ଆଉ କିଛି ଲେଖା ହୋଇଥିଲା। ଆଜି ଦିନ ପ୍ରାୟ ଏଗାରଟା ସମୟରେ ତାଙ୍କର ମୃତ୍ୟ ହୋଇଥିଲା।
Read More News
T & CPrivacy PolicyContact Us