Download Now Banner

This browser does not support the video element.

ସତ୍ୟବାଦୀ: ବଳପୁର ପାଣିଟାଙ୍କି ଉପରେ କଣା ଓ ୨ଦିନ ଧରି ପାନୀୟ ଜଳ ଆସୁନଥିବାରୁ ଅଭିଯୋଗ କଲେ ଗ୍ରାମବାସୀ

Satyabadi, Puri | Mar 19, 2024
ସୋମବାର ସନ୍ଧ୍ୟା ୫ ଘଟିକା ସମୟରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଳପୁର ଗ୍ରାମପଞ୍ଚାୟତର ପଞ୍ଚାୟତ ଅଫିସ ସମ୍ମୁଖରେ ଥିବା ପାଣି ଟାଙ୍କିର ଅବ୍ୟବସ୍ଥା ଓ ପାଣି ଟାଙ୍କିର ଉପରି ଭାଗ କଣା ହୋଇ ଖୋଲା ରହିଥିବା,ଏବଂ ୨ଦିନ ଧରି ପାନୀୟ ଜଳ ଆସୁନଥିବା ଯୋଗୁଁ ଅସୁବିଧା ଭୋଗିଥିଲେ ଗ୍ରାମବାସୀ , ତେବେ ପାନୀୟ ଜଳର ଅନିୟମିତତା ,ପାଣି ଟାଙ୍କି ଉପରେ ଖୋଲା ରହୁଥିବାରୁ ସଂକ୍ରମଣ ଆଶଙ୍କାରେ ଏଭଳି ଅବ୍ୟବସ୍ଥା ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବାର ସୂଚନା ହସ୍ତଗତ ହୋଇଛି
Read More News
T & CPrivacy PolicyContact Us