This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଅବକାରୀ ବିଭାଗ ଦ୍ୱାରା ଦେଶୀ ମଦ କାରବାର ଅଭିଯୋଗ ରେ ଭାଲୁଦନ୍ତା ରୁ 3 ଗିରଫ
Sambalpur M, Sambalpur | Sep 8, 2025
ଅବକାରୀ ବିଭାଗ ଦ୍ୱାରା ଦେଶୀ ମଦ କାରବାର ଅଭିଯୋଗ ରେ 3 ଗିରଫ l ମିଳିଥିବା ସୂଚନା ଅନୁସାରେ ଭାଲୁଦନ୍ତା ଗ୍ରାମରେ ଦେଶୀ ମଦ ବିକ୍ରି ହେଉଥିବା ନେଇ ଆଜି ଅବକାରୀ ବିଭାଗ ଖବର ପାଇବା ପରେ ଆଜି ଦିନ 11 ଟା ରେ ଚଢାଉ କରିଥିଲା l ଚଢାଉ ସମୟରେ 31 ଲିଟର ମଦ ଜବତ କରିବା ସହ ଦୁଇ ଜଣ ଯୁବତୀ ଓ ଜଣେ ମହିଳାଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ l ଆଜି 3 ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l