This browser does not support the video element.
ଯାଜପୁର: ବ୍ୟାସନଗର ମହାବିଦ୍ୟାଳୟର ପଠାଣି ସାମନ୍ତ ଛାତ୍ର ନିବାସ ଗୃହ ଉଦଘାଟିତ, ଯୋଗଦେଲେ ବିଧାୟକ
Jajapur, Jajpur | Aug 27, 2025
ଯାଜପୁର ଜିଲ୍ଲା ବ୍ୟାସନଗର ମହାବିଦ୍ୟାଳୟର ପଠାଣିସାମନ୍ତ ଛାତ୍ର ନିବାସ ଗୃହ ଉଦଘାଟିତ,ଯୋଗଦେଲେ ବିଧାୟକ l ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନେତୃତ୍ୱରେ ଆୟୋଜିତ ଛାତ୍ର ନିବାସ ଗୃହ ଉଦ୍ଘାଟନୀ ଉତ୍ସବରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ l ତେବେ ଏହି ନିବାସ ଉଦଘାଟନ ହେବା ଫଳରେ ଅନେକ ଛାତ୍ରଙ୍କର ରହିବା ସମସ୍ୟା ଦୂର ହେବ ବୋଲି ବିଧାୟକ କହିଥିଲେ l ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ର ଉପସ୍ଥିତ ଥିଲେ l