Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ମହାନଗର ନିଗମ ୱାର୍ଡ ୫୧ ରେ ଆଇନଗତ ସଫେଇ ସୁରକ୍ଷିତ ସଫେଇ ଅଭିଯାନ କାଯ୍ୟକ୍ରମ ଅନୁଷ୍ଟିତ

Cuttack M Corp PS, Cuttack | Aug 24, 2025
ଆଇନଗତ ସଫେଇ ସୁରକ୍ଷିତ ସଫେଇ ଅଭିଯାନ କାଯ୍ୟକ୍ରମ ଅନୁଷ୍ଟିତ । ସୂଚନା ମୁତାବକ କଟକ ମହାନଗର ନିଗମ ୱାର୍ଡ ୫୧ ରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଆଇନଗତ ସଫେଇ ସୁରକ୍ଷିତ ସଫେଇ ଅଭିଯାନ କାଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମ ରେ ଅଞ୍ଚ୍ଚଲର ଲୋକମାନଙ୍କୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କିଭଳି ଭାବେ ପାଇଖିନା ଟାଙ୍କି କୁ ସଫା କରିବେ ସେ ସମ୍ପ୍ରକ୍ରରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।
Read More News
T & CPrivacy PolicyContact Us