Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ସହରରେ ଗରବା ଗୁଞ୍ଜ ସିଜନ -୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

Jharsuguda, Jharsuguda | Sep 29, 2025
ଝାରସୁଗୁଡା ସହରରେ ଗରବା ଗୁଞ୍ଜ ସିଜନ -୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ରାସ ଗରବା ଟିମ ପକ୍ଷରୁ ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ସୋମବାର ରାତି ୧୦ଟାରେ ଉଦଯାପିତ ହୋଇଛି l ନବରାତ୍ର ଅବସର ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଆଜି ଶତାଧିକ ସଂଖ୍ୟାରେ ମହିଳା ପୁରୁଷ, ଯୁବକ ଯୁବତୀ ଯୋଗ ଦେଇଛି ଗରବା ନୃତ୍ୟ କରିଛନ୍ତି l ପାରମ୍ପାରିକ ଗରବା ନୃତ୍ୟ କରି ଆସୁରିକ ଶକ୍ତି ଉପରେ ମା ଦୁର୍ଗା କିପରି ବିଜୟର ଗାଥା ବର୍ଣନା କରିଛନ୍ତି ।
Read More News
T & CPrivacy PolicyContact Us