Install App
sushantpattnayak1983
This browser does not support the video element.
ନୂଆଗାଁ: ଚିକିଟି ପେଣ୍ଠ ବସ ଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅଙ୍ଗନବାଡି ଦିଦି କଂ ମୃତ୍ୟୁ, ସିସିଟିଭି ଭିଡିଓ ଭାଇରାଲ୍
Nuagaon, Ganjam | Sep 3, 2025
ଚିକିଟି ପେଣ୍ଠ ବସ ଷ୍ଟାଣ୍ଡ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜକର -୧ ଅଙ୍ଗନବାଡି ଦିଦି ପଦ୍ମା ସେଠୀ ପ୍ରାଣ ହରାଇବା ସହ ତାଙ୍କ ସ୍ୱାମୀ ଉଦ୍ୟାନ କୃଷି ବିଭାଗ କର୍ମଚାରୀ ପ୍ରଦୀପ ସେଠୀ ଗୁରୁତର ଆହତ ହୋଇଛନ୍ତି। ବୁଧବାର ସକାଳେ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣା ବେଳର ସିସିଟିଭି ଭିଡିଓ ସଂଧ୍ୟାରେ ଭାଇରାଲ୍ ହେଉଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!