Download Now Banner

This browser does not support the video element.

ମୋହନା: ଚାନ୍ଦିପୁଟ ହାଟପଦା ନିକଟରେ ନାବାଳକକୁ ଧକ୍କା ଦେଲା ପିକଅପ ଗାଡି, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର

Mohana, Gajapati | Sep 5, 2025
ଚାନ୍ଦିପୁଟ ହାଟପଦା ନିକଟରେ ନାବାଳକ କୁ ଧକ୍କା ଦେଲା ପିକ ଅପ ଗାଡି, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର। ଆଜି ଦିନ ଗୋଟାଏ ସମୟରେ ଚାନ୍ଦିପୁଟ ଗ୍ରାମର ରୋହନ ବିରୋ ନାମକ ନାବାଳକ ରାସ୍ତା ପାର ହେଉଥିବା ସମୟରେ ଏକ ପିକ ଅପ ଗାଡି ଧକ୍କା ଦେଇଥିଲା ଯାହା ଫଳରେ ସେଠାରେ ସେ ଛିଟିକି ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ସେଠାରେ ଥିବା କିଛି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏକ ଅଟୋ ସାହାର୍ଯ୍ୟ ରେ ମୋହନା ମେଡିକାଲ ରେ
Read More News
T & CPrivacy PolicyContact Us