Install App
ganesh35991
This browser does not support the video element.
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବ୍ଲକ ବରିଡା ଠାରେ ବୋରସିଙ୍ଗ ସମବାୟ ସମିତି ର ପଞ୍ଜିକରଣରୁ ବାଦ ପଡ଼ିଲେ ଚାଷୀ, #jansamasya
Kabisuryanagar, Ganjam | Aug 30, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବରିଡା ଠାରେ ଥିବା ବୋରସିଙ୍ଗ ଚାଷୀଙ୍କୁ ରାଜ୍ୟ ସରକାର ପକ୍ଷରୁ ନିଜର ସୋସାଇଟ ରେ ପଞ୍ଜିକରଣ ପାଇଁ ଏକ ମାସ ସମୟ ସୀମା ରହିଥିବା ବେଳେ କିଛି ଚାଷୀ ଏଥିରୁ ବଞ୍ଚିତ ରହିଥିବା ଜଣାପଡଛି. ଅନ୍ୟପଟେ ସେହି ଚାଷୀ ମାନେ ନିଜର ଅଭିଯୋଗ ନେଇ ସୋସାଇଟି ସେକେଟ୍ରି ଙ୍କୁ ଏକ ଲିଖିତ ଅଭିଯୋଗ କରି ପଞ୍ଜିକରଣ ପାଇଁ ସମୟ ଦେବାପାଇଁ ନିବେଦନ କରିଛନ୍ତି.
Share
Read More News
T & C
Privacy Policy
Contact Us
Your browser does not support JavaScript!