Download Now Banner

This browser does not support the video element.

ପରଜଙ୍ଗ: ଅବକାରୀ ବିଭାଗ ଚଢ଼ାଉରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫ଜଣ ମଦ ବ୍ୟବସାୟୀ ଗିରଫ ୧୨୦ଲିଟର ରୁ ଉର୍ଦ୍ଧ ମହୁଲି ମଦ ଜବତ

Parajang, Dhenkanal | Aug 21, 2025
ଅବକାରୀ ବିଭାଗ ଚଢ଼ାଉରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫ଜଣ ମଦ ବ୍ୟବସାୟୀ ଗିରଫ ୧୨୦ଲିଟର ରୁ ଉର୍ଦ୍ଧ ମହୁଲି ମଦ ଜବତ। ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁରୁବାର ସକାଳ ୧୦ଟାରୁ ରାତି ପର୍ଯ୍ୟନ୍ତ ଚଢ଼ାଉ କରାଯାଇଥିଲା। ଚଢ଼ାଉ କରି ୫ ଜଣ ମଦ ବ୍ୟବସାୟୀକୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୧୨୦ ଲିଟର ମହୁଲି ମଦ ଜବତ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ରାତି୧୦ଟା ୩୦ରେ ସୂଚନା ମିଳିଛି।
Read More News
T & CPrivacy PolicyContact Us