This browser does not support the video element.
ପଟ୍ଟାଙ୍ଗୀ: ରାଜପୁଟ ପଞ୍ଚାୟତରେ ଲଗାଣ ବର୍ଷାରେ ବେହାଲ ସ୍ଥିତି,ଚାଷ ଜମିରେ ମାଡିଗଲା ବାଲି,ଅଞ୍ଚଳ ପରିଦର୍ଶନ କରି ସହାୟତା ନିବେଦନ କଲେ ସରପଂଚ
Pottangi, Koraput | Aug 27, 2025
ଲଗାଣ ବର୍ଷାରେ ବେହାଲ ସ୍ଥିତି। ବର୍ଷା ଯୋଗୁଁ ନଷ୍ଟ ହୋଇଛି ବହୁ ଚାଷ ଜମି। ପାତ୍ରପୁଟ,ପୁଜାରୀପୁଟ,ରୋଷେଇପୁଟ,ମୁଖିବିଡ଼େଇ ରାଜୁବୁଡେଇ,ଚଲାଣପୁଟ ,କାଙ୍ଗ୍ରା,ବଡେଙ୍ଗା ,ପୋଡ଼ଗଡ଼ ଗ୍ରାମର ଅନେକ ଚାଷ ଜମିରେ ବାଲିଚରିଯାଇଥିବା ଦେଖିବାକୁ ମିଳିଛି। ଖବର ପାଇ ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି ରାଜପୁଟ ସରପଞ୍ଚ ପିତାମ୍ବର କିସାନୀ। କ୍ଷୟକ୍ଷତି ଦେଖିବା ସହ ଚାଷୀଙ୍କୁ କ୍ଷତିପୂରଣ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ରାଜପୁଟ ସରପଞ୍ଚ ପିତାମ୍ବର କିର୍ସାନୀ l