Download Now Banner

This browser does not support the video element.

ନୂଆପଡା: ମାହୋରାଡ଼ିହି ଗ୍ରାମ ସ୍ଥିତ ଧାନମଣ୍ଡି ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

Nuapada, Nuapada | Sep 28, 2025
ଆଜି ୨ ଟା ଯାଏଁ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ମାହୋରାଡ଼ିହି ଗ୍ରାମ ସ୍ଥିତ ଧାନମଣ୍ଡି ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଅଧୀନ ଖରିଆର କେନ୍ଦୁପତ୍ର ଡିଭିଜନର ବିଭିନ୍ନ ଗ୍ରାମରୁ ଆସିଥିବା କର୍ମକର୍ତ୍ତାଙ୍କ ସହ ଅନୁଷ୍ଠିତ ବୈଠକରେ ଯୋଗଦେଇ ସିଜିନାଲ କର୍ମଚାରୀ ମାନଙ୍କ ମାସିକ ମଜୁରୀ ବୃଦ୍ଧି, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କେ.ଏଲ୍.ଡି.ବି. ବୈଠକ ଆହ୍ବାନ କରିବା, ବନ୍ଧେଇ ଶ୍ରମିକ ମାନଙ୍କ ପିସ୍ ରେଟ ମଜୁରୀ ବୃଦ୍ଧି, ତୋଳାଳୀ ମାନଙ୍କ କେନ୍ଦୁପତ୍ର ଦର ବୃଦ୍ଧି କରିବା, ହେଡଚେକର ପଦବୀ ପୂରଣ ବିଷୟରେ ଆଲୋଚନା ହୋଇଥିଲା।
Read More News
T & CPrivacy PolicyContact Us