Download Now Banner

This browser does not support the video element.

ଅମ୍ବାଭୋନା: ରାମଖୋଲ ଗ୍ରାମରେ 4 ଦିନଧରି ଚାଲିଥିବା " ରାମସପ୍ତାହ " ଆଜି ଚତୁର୍ଥ ଦିନରେ ପୁର୍ଣାହୁତୀ ସହ ଉଦଯାପିତ ହେଲା । ଯୋଗଦେଲେ ହଜାର ହଜାର ଭକ୍ତ

Ambabhona, Bargarh (Baragarh) | Sep 6, 2025
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲୀ ଗ୍ରାମପଞ୍ଚାୟତ ର ରାମଖୋଲ ଗ୍ରାମରେ 4 ଦିନଧରି ଚାଲିଥିବା " ରାମସପ୍ତାହ " ଆଜି ଚତୁର୍ଥ ଦିନରେ ଅପରାହ୍ନ 2:30 PM ରେ ପୁର୍ଣାହୁତି ସହ ଉଦଯାପିତ ହୋଇଛି । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପୁର୍ଣାହୁତି ସମୟରେ ଉପସ୍ଥିତ ରହିଥିଲେ । ଉଦଯାପନୀ ଦିବସରେ ମୁଖ୍ଯ ଅତିଥି ଭାବେ ଭଟଲୀ ବିଧାୟକ ଶ୍ରୀଯୁକ୍ତ ଈରାସିସ ଆଚାର୍ଯ୍ଯ ଙ୍କ ପିତା ଡକ୍ଟର ସୁନିଲ ଆଚାର୍ଯ୍ଯ ଯୋଗଦାନ କରିଥିଲେ । ଅଟଲ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ଯ ମଧ୍ଯ ଆଜି ଏହି ପୁର୍ଢାହୁତୀ ସମୟରେ ଯୋଗଦାନ କରିଥିଲେ ।
Read More News
T & CPrivacy PolicyContact Us