Download Now Banner

This browser does not support the video element.

କେନ୍ଦୁଝର ସହର: ଗୁଣ୍ଡିଚାଘାଗି ଜଳ ପ୍ରପାତରେ ଯୁବକ ଭାସି ନିଖୋଜ

Kendujhar Town, Kendujhar | Sep 8, 2025
ବାଲେଶ୍ୱର ଜିଲ୍ଲା ର କିଛି ଯୁବକ #କେନ୍ଦୁଝର ଜିଲ୍ଲା ର ଅନ୍ୟତମ ଜଳ ପ୍ରପାତ କୁ ବୁଲିବାକୁ ଯାଇ ଅସାବଧାନତା କାରଣରୁ ଗଭୀର ଗଣ୍ଡ ରେ ପଡି ଯାଇ ନିଖୋଜ ହୋଇ ଯାଇଛନ୍ତି,। ଖବର ପାଇ ଘଟଗାଁ ଅଗ୍ନିଶମ ବିଭାଗ ର ଟିମ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
Read More News
T & CPrivacy PolicyContact Us